ରାଉରକେଲାରୁ 11 ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି ପୋଲିସ

Published By : Prameya-News7 Bureau | July 04, 2018 IST

ରାଉରକେଲାରୁ 11 ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ଟଙ୍କା ଜବତ ହୋଇଛି । ଏଥି ସହ ୫୦ରୁ ଅଧିକ ଏଟିଏମ୍ କାର୍ଡ, ୩ଟି କାର୍ ଓ ସ୍ବାଇପ୍ ମେସିନ୍ ଜବତ ହୋଇଛି । ଗିରଫ ୧୦ ଜଣ ବିହାର, ଝାଡଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ନାଁରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.