Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ଦଶମ ଶ୍ରେଣୀ ଛାତ୍ରୀକୁ ବିଲକୁ ନେଇ କଲେ ଗଣଦୁଷ୍କର୍ମ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

27/03/2019 at 6:12 PM

ଗୋରଖପୁର ୨୭/୩- ଜଣେ ଦଶମ ଶ୍ରେଣୀ  ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ । କେବଳ ଏତିକି ନୁହେଁ ସୋସିଆଲ ମିଡ଼ିଆରେ ଛାତ୍ରୀ ଭିଡ଼ିଓ  ସାରା ଅଂଚଳରେ ପାଲଟିଛି ଚର୍ଚ୍ଚା ।

ଏଭଳି ଅଭାବନୀୟ ଘଟଣା ଗୋରଖପୁର କୁଶୀନଗର କୁବେରସ୍ଥାନରେ ଘଟିଥିବା ଜଣାଯାଇଛି । ଜଣେ ଦଶମ ଛାତ୍ରଙ୍କୁ ବିଲ ମଝିକୁ ଟେକି ନେଇଥିଲେ କିଛି ଯୁବକ । ପାଖାପାଖି ୧୦/୧୨ ଜଣ ଯୁବକ କରିଥିଲେ ଦୁଷ୍କର୍ମ । ଜଣେ ପରେ ଜଣେ ଏପରି କରିବା ସମୟରେ ଛାତ୍ରୀଙ୍କ ଭିଡ଼ିଓ ଜବରଦସ୍ତ ଭାବେ ସୁଟିଂ କରିଥିଲେ ।

ଛାତ୍ରୀ ବେହୋସ ହୋଇପଡ଼ିବା ପରେ ବିଲ ମଝିରେ ଛାଡ଼ିଦେଇଆସିଥିଲେ ।ପରିବାରଲୋକ ଖୋଜାଖୋଜି କରି ପାଇ ନଥିଲେ । ବିଲମଝିରୁ ଉଦ୍ଧାର କରିବାପରେ ପରିବାର ଲୋକ ହାଲତ ଖରାପ ହୋଇଥିବା ନାବାଳିକାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପୋଲିସ ଏହି ଘଟଣାର ଛାନଭିନ କରି ଅପରାଧୀଙ୍କୁ ଧରିବାକୁ ବିଭିନ୍ନ ଆଡ଼େ ଚଢ଼ଉ କରୁଛି ।

   Related Posts