Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ଖୋଲିବ ସ୍କୁଲ, ପାଠ ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ
  • ||
  • ଖୋଲିଲା ହଲ୍ ଓ ମଲ୍ଟିପ୍ଲେକ୍ସ, ବିବାହ ଭୋଜିରେ ୧୦୦ ଜଣଙ୍କୁ ଅନୁମତି
  • ||

କେନାଲରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

4/08/2020 at 3:19 PM

ସାଲେପୁର୪/୮: ପାଣିରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ନିଖୋଜ। କଟକ ଜିଲ୍ଳା ପଟ୍ଟାମୁଣ୍ଡାଇ କେନାଲ ଗୋପୀନାଥପୁର ଜୋରପାରି ଅଞ୍ଚଳରେ  ଏଭଳି ଅଭାବନୀୟ ଘଟଣା ଘଟିଛି। ନିଖୋଜ ଛାତ୍ର ହେଲେ ଅଂଶୁମାନ ସାମଲ। ଏହି ଘଟଣା ସଂପର୍କରେ ଖବର ପାଇବା ପରେ ଘଟଣସ୍ଥଳରେ ଅଗ୍ନୀଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ପିଲାଟିର କୌଣିସି ପତ୍ତା ମିଳି ପାରି ନାହିଁ।

   Related Posts