କେନାଲରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | August 04, 2020 IST

ସାଲେପୁର୪/୮: ପାଣିରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ନିଖୋଜ। କଟକ ଜିଲ୍ଳା ପଟ୍ଟାମୁଣ୍ଡାଇ କେନାଲ ଗୋପୀନାଥପୁର ଜୋରପାରି ଅଞ୍ଚଳରେ  ଏଭଳି ଅଭାବନୀୟ ଘଟଣା ଘଟିଛି। ନିଖୋଜ ଛାତ୍ର ହେଲେ ଅଂଶୁମାନ ସାମଲ। ଏହି ଘଟଣା ସଂପର୍କରେ ଖବର ପାଇବା ପରେ ଘଟଣସ୍ଥଳରେ ଅଗ୍ନୀଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ପିଲାଟିର କୌଣିସି ପତ୍ତା ମିଳି ପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.