କନ୍ଧମାଳରେ ପୁଣି ଜଣେ ଦଶମଶ୍ରେଣୀ ଛାତ୍ରୀ ଗର୍ଭବତୀ
24/09/2019 at 11:43 AM

ବାଲିଗୁଡା୨୪|୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଧ୍ରିଗା ସେବାଶ୍ରମରେ ଜଣେ ଦଶମ ପୁଣି ଜଣେ ଶ୍ରେଣୀଛାତ୍ରୀ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଛି । ଗତକାଲି ହଠାତ୍ ନାବାଳିକା ଛାତ୍ରୀଙ୍କ ଦେହ ଖରାପ ହେବାପରେ ଘଟଣାଟି ପଦାକୁ ଆସିଥିଲା ।

ଏନେଇ ପ୍ରଧାନ ଶିକ୍ଷକ ବାଲିଗୁଡା ଥାନାରେ ଏତଲା ଦେବାପରେ ବାଲିଗୁଡା ଥାନା ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ନାବାଳିକା ଛାତ୍ରୀ କେମିତି ଗର୍ଭବତୀ ହେଲେ ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021