ଭଦ୍ରାକାଳୀଙ୍କ ପୀଠରେ ଦୀପାବଳି ଅବସରରେ ହେବ ୧୦୮ ଚଣ୍ଡୀପାଠ
26/10/2019 at 9:24 PM

ଭଦ୍ରକ ୨୬।୧୦ – ରାତି ପାହିଲେ ମା ଶ୍ୟାମାକାଳୀଙ୍କ ଆବାହନ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କାଳୀପୂଜା ଅବସରରେ ମାଙ୍କ ପୀଠରେ ବିଶ୍ବଶାନ୍ତି ଯଜ୍ଞ ସହ ସାତଦିନ ଧରି ମହାଯଜ୍ଞ ଅନୁଷ୍ଠିତ ହେବ ।
ସାତ ଦିନ ରେ ୧୦୮ଚଣ୍ଡୀପାଠ ଆୟୋଜନ ହେବ । କାଳୀପୂଜା ପାଇଁ ମା ଭଦ୍ରାକାଳି ସପ୍ତମାତୃକା ବେଶ ରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବେ । ପ୍ରଥମ ଦିନରେ କଳସ ଶୋଭାଯାତ୍ରା ପରେ ଯଜ୍ଞ ଅନୁଷ୍ଠିତ ହେବ । ଭକ୍ତ ଙ୍କ ଦର୍ଶନ ପାଇଁ ପୂଜା କମିଟି ତରଫରୁ ବିଶେଷ ଆୟୋଜନ ମାନ କରାଯାଇଛି ।
Related Posts
ମାଟ୍ରିକ୍ ପରୀକ୍ଷା ନେଇ ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ
15 April 2021
ଧରାପଡିଲେ ୩ ବ୍ରାଉନସୁଗାର ବେପାରୀ, ଖସିଗଲା ମୁଖ୍ୟ ଅଭିଯୁକ୍ତ
15 April 2021