ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୯ କୋଭିଡ୍ ପଜିଟିଭ୍
  • ||

ମାର୍ଶାଘାଇରେ ରାସ୍ତା କଡକୁ ପଲଟିଲା ୧୦୮ଆମ୍ବୁଲାନ୍ସ

26/09/2018 at 11:17 AM

କେନ୍ଦ୍ରାପଡ଼ା ୨୬/୯:କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ନଂ(କ)ଜାତୀୟ ରାଜପଥର କେନାଲ ବିଜ୍ଜ ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ପଲଟିଲା୧୦୮ ଆମ୍ବୁଲାନ୍ସ।କେନ୍ଦ୍ରାପଡା ମେଡିକାଲରେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ଘଟିଥିଲା ଦୁର୍ଘଟଣା । ୧୦୮ କ୍ରମଚାରୀ ଅଳ୍ପକେ ବତ୍ତିଲେ।ଘଟଣା ସ୍ଥଳରେ ବିଭାଗିୟ ଅଧିକାରୀ ପହଂଚି ୧୦୮ଆମ୍ବୁଲାନ୍ସକୁ କ୍ରେନ ସାହାଯ୍ୟ ରେ ଉଦ୍ଧାର କଲେ।

   Related Posts