ମାର୍ଶାଘାଇରେ ରାସ୍ତା କଡକୁ ପଲଟିଲା ୧୦୮ଆମ୍ବୁଲାନ୍ସ
26/09/2018 at 11:17 AM

କେନ୍ଦ୍ରାପଡ଼ା ୨୬/୯:କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ନଂ(କ)ଜାତୀୟ ରାଜପଥର କେନାଲ ବିଜ୍ଜ ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ପଲଟିଲା୧୦୮ ଆମ୍ବୁଲାନ୍ସ।କେନ୍ଦ୍ରାପଡା ମେଡିକାଲରେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ଘଟିଥିଲା ଦୁର୍ଘଟଣା । ୧୦୮ କ୍ରମଚାରୀ ଅଳ୍ପକେ ବତ୍ତିଲେ।ଘଟଣା ସ୍ଥଳରେ ବିଭାଗିୟ ଅଧିକାରୀ ପହଂଚି ୧୦୮ଆମ୍ବୁଲାନ୍ସକୁ କ୍ରେନ ସାହାଯ୍ୟ ରେ ଉଦ୍ଧାର କଲେ।
Related Posts
ସାଙ୍ଗ ହେବ ତ ଏମିତି, ଭୂମିକମ୍ପରେ ବି ଏକାଠି
29 May 2022
ଫୁଲ ନୁହେଁ ସାପ ବରମାଳା, ଜୀବନ୍ତ ସାପ ପିନ୍ଧାଇ ବାହାଘର
29 May 2022