Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ବୟୋଜ୍ୟୋଷ୍ଠ ଜାଆଁଳା ଭଉଣୀ

20/09/2021 at 11:14 PM

ଟୋକିଓ ୨୦/୦୯: ଦୁଇ ଜାପାନୀ ଜାଆଁଳା ଭଉଣୀଙ୍କୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ମିଳିଛି।  ବିଶ୍ବର ବୟୋଜ୍ୟୋଷ୍ଠ ଜୀବିତ ଜାଆଁଳା ଭଉଣୀ ଭାବେ ସେମାନଙ୍କୁ ଏହି ସମ୍ମାନ ଦିଆଯାଇଛି। ସେମାନଙ୍କ ବୟସ ୧୦୭ ବର୍ଷ ଏବଂ ୩୩୦ ଦିନ। ଏହି ଘୋଷଣା ବୁଦ୍ଧ ଦିବସ ଅବସରରେ ହୋଇଛି। ଏହି ଦିନକୁ ଜାପାନର ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରାଯାଏ।  

ଉମେନୋ ସୁମିୟାମା ଏବଂ କୋମେ କୋଡାମାଙ୍କ ଜନ୍ମ ଜାପାନର ଶୋଦୋଶିମା ଦ୍ବୀପରେ ନଭେମ୍ବର ୫, ୧୯୧୩ରେ ହୋଇଥିଲା। ଦୁଇ ଭଉଣୀ ୧୧ ଭାଇ ଭଉଣୀଙ୍କ ମଧ୍ୟରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ।

ଗିନିଜ୍ ଓ୍ବାର୍ଲଡ୍‌ ରେକର୍ଡସ୍‌ ଲିମିଟେଡ୍‌ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏହି ଦୁଇ ଜାଆଁଳା ଭଉଣୀ କିନ ନାରିତା ଏବଂ ଗିନ କାନୀଙ୍କ ନାଁରେ ଥିବା ରେକର୍ଡ (୧୦୭ ବର୍ଷ ୧୭୫ ଦିନ)କୁ ବ୍ରେକ୍‌ କରିଛନ୍ତି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁସାରେ, ଜାପାନରେ ୧୨.୫ କୋଟି ଲୋକସଂଖ୍ୟାରେ ପାଖାପାଖି ୨୯ ପ୍ରତିଶତ ଲୋକ ୬୫ ବର୍ଷରୁ ଉର୍ଦ୍ଧ୍ବ ।

   Related Posts