Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘର ଭିତରୁ ୧୦୨ଟି ନାଗସାପ ଉଦ୍ଧାର

ଭଦ୍ରକ ଜିଲ୍ଲା ଧାମନଗର ପାଇକାସାହିର ରବୀନ୍ଦ୍ର ଭୂୟାଁଙ୍କ ଘରୁ ୧୦୨ ଟି ନାଗସାପ ଉଦ୍ଧାର କରାଯାଇଛି | ଗତକାଲି ରାତିରେ ରବୀନ୍ଦ୍ରଙ୍କ ଝିଅ ଏକ ଛୋଟ ନାଗସାପ ଦେଖିଥିଲେ | ପରେ ଘର ଲୋକ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ | ସ୍ନେକ ହେଲ୍ପ ଲାଇନ ଆସି ଘରର ୨ଟି ବଖରା ଖୋଲି ଦେଖିଲେ ୧୦୨ଟି ନାଗସାପ ଛୁଆ | ସାପ ସହ ୨୧ଟି ସାପ ଅଣ୍ଡା ମଧ୍ୟ ଉଦ୍ଧାର ହୋଇଛି |

   Related Posts