Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଶହେ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ, ଦୁଇ ଅଭିଯୁକ୍ତ ଗିରଫ

11/12/2020 at 9:30 AM

ଜଗତସିଂହପୁର ୧୧।୧୨: ଜଗତସିଂହପୁର ଜିଲ୍ଲାରୁ ୧୦୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଓ ପଟେଣୀ ଗାଁର ଜିଲ୍ଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାର୍ଡ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଗିରଫ ଅଭିଯୁକ୍ତ ଦୁଇ ଜଣ ଆଳିପିଙ୍ଗଳର ଦିବ୍ୟ ରଞ୍ଜନ ସେଠୀ ଓ ପାଟଣୀ ଗାଁର ଦୀପକ କୁମାର ରାଉତ । ଏମାନେ ଦୀର୍ଘ ଦିନ ହେଲା ବ୍ରାଉନସୁଗାର ବିକ୍ରି କରି ଆସୁଥିବା ବେଳେ ଅବକାରୀ ବିଭାଗ ଖବର ପାଇ ଶୁକ୍ରବାର ସକାଳୁ ଉଭୟ ସ୍ଥାନରେ ଚଢ଼ାଉ କରିଥିଲା ।

   Related Posts