Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ବିଜେପିର ମିଶ୍ରଣ ପର୍ବ, ସାମିଲ ହେଲେ ଶହେ କର୍ମୀ

16/04/2019 at 10:03 AM

ସାଲେପୁର ୧୬|୪: ଭୋଟ୍ ସମୟ ଯେତିକି ପାଖେଇ ପାଖେଇ ଆସୁଛି ବିଭିନ୍ନ ଦଳ ମଧ୍ୟରେ ମିଶ୍ରଣ ପର୍ବ ସେତିକି ବଢିଚାଲିଛି। ଏହି ପରିପ୍ରେକ୍ଷୀରେ ସାଲେପୁର ନିର୍ବାଚନ ମଣ୍ଡଳୀର ବାଲିସାହି ଗ୍ରାମପଞ୍ଚାୟତ ହରିଚନ୍ଦନପୁର ବ୍ୟାରେଜ ନିକଟରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ସମର୍ଥନ ଜଣାଇ ୧୦୦ରୁ ଉର୍ଦ୍ଧ୍ବ ଯୁବ ବର୍ଗ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହୋଇଛନ୍ତି। ନୂତନ କରି ଏତେ ସଂଖ୍ୟାରେ ଯୁବ ଗୋଷ୍ଠୀ ବିଜେପି ଦଳରେ ସାମିଲ ହେବା ନେଇ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ଆଗାମୀ ଦିନରେ ଦଳ ପାଇଁ ଏହା ଶୁଭ ସଙ୍କେତ ବୋଲି କହିଛନ୍ତି।

   Related Posts