ଜାଲ ନୋଟ୍ କାରବାର ଲମ୍ବୁଛି, ଖୋର୍ଦ୍ଧାରେ ୧୦୦ ଓ ୫୦ ଟଙ୍କିଆ ନକଲି ନୋଟ୍ ଜବତ, ୨ ଗିରଫ

Published By : Prameya-News7 Bureau | March 10, 2020 IST

ଖୋର୍ଦ୍ଧା୧୦/୩: ଦିନକୁ ଦିନ ବୃଦ୍ଧି ପାଉଛି ଜାଲ୍‌ ନୋଟ୍‌ କାରବାର। ଏହି କାରବାରରେ ଶିକାର ହେଉଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ।

{"id":236209,"sizeSlug":"large"}

ପୁଣି ଏକ  ଜାଲ ନୋଟ୍ କାରବାର ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି।

{"id":236210,"sizeSlug":"large"}

ପୋଲିସ୍‌ ସୂଚନା ମୁତାବକ, କଟକ ଜିଲ୍ଲା ତାଳବସ୍ତ ଗାଁର ବିଜୁ ଦାସ ଏବଂ ଜାଆଁଳା ଫାଣ୍ଡି ଅନ୍ତର୍ଗତ ଓଗାଳପଡାର ବାପୁଜି ଚରଣ ସିଂ ଖୋର୍ଦ୍ଧାରେ ଜାଲ୍‌ ନୋଟ୍ କାରବାର କରୁଥିଲେ। ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି ।ପୋଲିସ ସେମାନଙ୍କ ନିକଟରୁ ୮୫୫୦ ଖଣ୍ଡ ୧୦୦ ଟଙ୍କିଆ ଏବଂ  ୫୦ଟି ଟଙ୍କିଆ ଜାଲ ନୋଟ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.