Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଜାଲ ନୋଟ୍ କାରବାର ଲମ୍ବୁଛି, ଖୋର୍ଦ୍ଧାରେ ୧୦୦ ଓ ୫୦ ଟଙ୍କିଆ ନକଲି ନୋଟ୍ ଜବତ, ୨ ଗିରଫ

10/03/2020 at 6:39 PM

ଖୋର୍ଦ୍ଧା୧୦/୩: ଦିନକୁ ଦିନ ବୃଦ୍ଧି ପାଉଛି ଜାଲ୍‌ ନୋଟ୍‌ କାରବାର। ଏହି କାରବାରରେ ଶିକାର ହେଉଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ।

ପୁଣି ଏକ  ଜାଲ ନୋଟ୍ କାରବାର ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି।

ପୋଲିସ୍‌ ସୂଚନା ମୁତାବକ, କଟକ ଜିଲ୍ଲା ତାଳବସ୍ତ ଗାଁର ବିଜୁ ଦାସ ଏବଂ ଜାଆଁଳା ଫାଣ୍ଡି ଅନ୍ତର୍ଗତ ଓଗାଳପଡାର ବାପୁଜି ଚରଣ ସିଂ ଖୋର୍ଦ୍ଧାରେ ଜାଲ୍‌ ନୋଟ୍ କାରବାର କରୁଥିଲେ। ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି ।ପୋଲିସ ସେମାନଙ୍କ ନିକଟରୁ ୮୫୫୦ ଖଣ୍ଡ ୧୦୦ ଟଙ୍କିଆ ଏବଂ  ୫୦ଟି ଟଙ୍କିଆ ଜାଲ ନୋଟ ଜବତ କରିଛି।

   Related Posts