Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳିକାକୁ ପୁଣି ଦୁଷ୍କର୍ମ

26/05/2018 at 6:33 AM

ପଡୋଶୀଘରକୁ ମୋବାଇଲ ଚାର୍ଜ କରିବାକୁ ଯାଇଥିବାବେଳେ ଦୁଷ୍କର୍ମର ଶିକାର ହୋଇଛି ୧୦ ବର୍ଷର ଝିଅ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ଘଟିଛି ଏହି ଅଘଟଣ ନେଇ ଅଭିଯୋଗ ହୋଇଛି । ତୁରୁମୁଙ୍ଗା ଥାନାରେ ଥାନାରେ ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ଅଭିଯୁକ୍ତ ପଡୋଶୀ ଯୁବକ କୁଲୁ ମୁଣ୍ଡାକୁ ଅଟକ ରଖିଛି ପୋଲିସ । ଛାନ୍ ଭିନ୍ ଆରମ୍ଭ କରିଛି ପୋଲିସ ।

Leave a Reply

   Related Posts