Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଏହି ୧୦ଟି ଚମତ୍କାରୀ ମନ୍ତ୍ର ଦ୍ବାରା ମିଳିପାରେ ଅପାର ଧନ-ଦୌଲତ

23/09/2019 at 4:35 PM

ଶାସ୍ତ୍ର ଅନୁସାରେ ବିଶ୍ବରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କଲା ପରେ ମଧ୍ୟ ଧନ ଲାଭ କରିପାରନ୍ତି ନାହିଁ। ଗ୍ରହଚକ୍ର ପାଇଁ ଧନ ପ୍ରାପ୍ତ ହୁଏ ନାହିଁ।ତେବେ ଏହି ବିଷୟରେ ବିଷେଶ କଥା ଜାଣିବା ପାଇଁ ଚାହିଁଲେ କିଛି ମନ୍ତ୍ର ବିଷୟରେ ଜାଣିବାକୁ ହେବ। ଏହି ମନ୍ତ୍ର ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଆଣିଥାଏ ତଥା ଅପାର ଧନ ଦୌଲତ ମଧ୍ୟ ଲାଭ ହୋଇଥାଏ।

୧୦ଟି ସରଳ କିନ୍ତୁ ଚମତ୍କାରୀ ମନ୍ତ୍ର ହେଲା-

୧- ଓଁ ଧନାୟ ନମଃ

୨- ଓଁ ଧନାୟ ନମୋ ନମଃ

୩- ଓଁ ଲକ୍ଷ୍ମୀ ନମଃ

୪- ଓଁ ଲକ୍ଷ୍ମୀ ନମୋ ନମଃ

୫- ଓଁ ଲକ୍ଷ୍ମୀ ନାରାୟଣ ନମଃ

୬- ଓଁ ଲକ୍ଷ୍ମୀ ନାରାୟଣ ନମୋ ନମଃ

୭- ଓଁ ନାରାୟଣ ନମଃ

୮- ଓଁ ପ୍ରାପ୍ତାୟ ନମଃ

୯- ଓଁ ପ୍ରାପ୍ତାୟ ନମୋ ନମଃ

୧୦- ଓଁ ନାରାୟଣ ନମୋ ନମଃ

ଜୀବନରେ ଧନପ୍ରାପ୍ତ ପାଇଁ ପ୍ରତିଦିନ ସକାଳେ ସ୍ନାନ କରିବା ପରେ ଏହି ୧୦ଟି ମନ୍ତ୍ର ଜାପ କରିବା ଉଚିତ୍‌। ଏହା ଦ୍ବାରା ଜୀବନରେ ସକରାତ୍ମକ ଶକ୍ତିର ପ୍ରଭାବ ପଡେ ତଥା ବ୍ୟବସାୟରେ ଅପାର ସଫଳତା ମିଳେ । ଏହା ସହ ଚାକିରିରେ ପଦୋନ୍ନତି ହେବ । ଏହି ମନ୍ତ୍ର ଜାପର ଆରମ୍ଭ ଶୁକ୍ରବାର ଦିନରୁ କରିବା ଜରୁରୀ।କାରଣ ଶୁକ୍ରବାରରୁ ଆରମ୍ଭ କଲେ ଅଧିକ ଲାଭଦାୟକ ହେବ ତଥା ଜୀବନ ସୁଖମୟ ହେବ।

   Related Posts