Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଟାଙ୍ଗୀ ନରମାନବୀ ଜଙ୍ଗଲରୁ ୧୦କିଲୋ ବାରହା ମାଂସ ଜବତ, ୨ ବ୍ୟବସାୟୀ ଗିରଫ

13/10/2018 at 11:39 PM

ଟାଙ୍ଗୀ ୧୩/୧୦: ଟାଙ୍ଗୀ ନରମାନବୀ ଜଙ୍ଗଲରୁ ୧୦କିଲୋ ବାରହା ମାଂସ ଜବତ । ୨ ବ୍ୟବସାୟୀଙ୍କୁ ଗିରଫ କଲା ଟାଙ୍ଗୀ ବନବିଭାଗ । ଗିରଫ ବ୍ୟବସାୟୀ ମାନେ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାଉପଡା ଗ୍ରାମର ଜମ୍ବେଶ୍ୱର ବେହେରା  ଓ  ନରେନ୍ଦ୍ର ବେହେରା  । ତେବେ ବାରହା ଶିକାରରେ ସଂପୃକ୍ତ ନରମାନବୀ ଗାଁର  ଅର୍ଜୁନ ପରିଡା ଏବେ ଫେରାର ଅଛି ।

   Related Posts