ଓଲଟିଲା ଯାତ୍ରୀବାହୀ ବସ୍, ୧୦ଯାତ୍ରୀ ଆହତ

Published By : Prameya-News7 Bureau | February 25, 2019 IST

ସୋର ୨୫|୨: ବାଲେଶ୍ବର ଜିଲ୍ଲା ବଗଦା ଛକ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବସ୍ ଓଲଟି ପଡିବା ଫଳରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଗୋପାଳପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ମୋଟ୍ ୪୦ ଜଣ ଯାତ୍ରୀ ଥିବା ଜଣାପଡିଛି । ବସଟି ଅଭଣାରୁ ବାଲେଶ୍ବର ଆସୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.