Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମିନିବସ୍-ଟ୍ରକ୍ ମଧ୍ୟରେ ଧକ୍କା ; ୧୦ ଯାତ୍ରୀ ଆହତ

3/12/2018 at 11:36 AM

କଟକ ୦୩|୧୨: ଚୌଦ୍ବାର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ର ମଙ୍ଗୁଳି ରେଳ ଓଭର ବ୍ରିଜ୍ ନିକଟରେ ଯାତ୍ରୀବାହୀ ମିନିବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି।ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କ ମଧ୍ୟରେ ଜଣେ ମହିଳା ଓ ଚୌଦ୍ବାର କଲେଜର ୨ଜଣ ଛାତ୍ରୀ ଅଛନ୍ତି । ମିନିବସ୍ କଟକରୁ ଚୌଦ୍ବାର ଆସୁଥିଲା । ମଙ୍ଗୁଲି ନିକଟରେ ଟ୍ରାଫିକ୍ ବ୍ୟବସ୍ଥା ଚୌଦ୍ବାର ଥାନା ତରଫରୁ କରାଯାଉନଥିବାରୁ ଏଭଳି ଦୁର୍ଘଟଣାମାନ ଘଟୁଥିବା ଜଣାପଡିଛି ।

   Related Posts