ଭୁବନେଶ୍ବର ସିଆରପି ଛକରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ ; ୧୦ଜଣ ଆହତ

Published By : Prameya-News7 Bureau | November 14, 2018 IST

ଭୁବନେଶ୍ବର ୧୪|୧୧:  ଛଟ୍ ପୂଜା ସାରି ଫେରୁଥିବାବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ସିଆରପି ଛକ ହନୁମାନ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ କୁଆଖାଇରୁ ପୂଜା ସାରି ବରମୁଣ୍ଡା ଫେରୁଥିଲେ ବେଳେ ସିଆରପି ଛକରେ ଅଟୋଟି ଓଲଟି ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.