ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ମିନିଟ୍ରକ୍, ୧୦ ଆହତ
28/03/2019 at 2:26 PM

ଗଜପତି ୨୮|୩ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ କୋଣ୍ଡାପାର ସମ୍ବା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଲା ମିନିଟ୍ରକ୍ । ଦୁର୍ଘଟଣା ଫଳରେ ୧୦ ଜଣ ଆହତ ହୋଇଛନ୍ତି । ଗାଡିରେ ୧୫ରୁ ଅଧିକ ଯାତ୍ରୀ ଥିଲେ । ବାହାଘର ସାମଗ୍ରୀ ନେଇ ଖଜୁରୀପଡା ଯିବାବେଳେ ଦୁର୍ଘଟଣା ଘଟିଛି । ଆହତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି ।
Related Posts
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021
ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
27 January 2021