Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଆଫଗାନିସ୍ତାନ ଝିଅଙ୍କଠୁ ଆରମ୍ଭ କରି ଅନ୍ୟ ୧୦ଟି ବିଷୟରେ ଜାଣନ୍ତୁ

23/09/2019 at 11:26 AM

୧-ଆଫଗାନିସ୍ତାନର ଜିଡିପି ୧୯.୦୨ ବିଲିୟନ ଡଲାର ପାଖାପାଖି ରହିଛି। ୫୬ ପ୍ରତିଶତ ଜିଡିପି ସେବା କ୍ଷେତ୍ରରୁ ଓ ୨୨ ପ୍ରତିଶତ ଜିଡିପି କୃଷି କ୍ଷେତ୍ରରୁ ଆସେ।

୨- ଆଫଗାନିସ୍ତାନର ଲୋକଙ୍କୁ କେବେ କେବେ ଅଫଗାନୀ ଡକା ଯାଏ ଏହା ଅଧିକାଂଶ ଲୋକ ଜାଣିନଥାନ୍ତି। ଏଠାର ମୁଦ୍ରାର ନାଁ ମଧ୍ୟ ଅଫଗାନୀ ।

୩- ଆଫଗାନିସ୍ତାନର ରାଷ୍ଟ୍ରୀୟ ଖେଳ ହେଉଛି ବୁଜକଶି। ଏହି ଖେଳରେ ଖେଳାଳୀଙ୍କୁ ଘୋଡାରେ ବସି ଛେଳି ଧରିବାକୁ ହୋଇଥାଏ।

୪- ଆଫଗାନିସ୍ତାନର ସମସ୍ତ ଦୋକାନ ଓ ବ୍ୟବସାୟ ଶୁକ୍ରବାର ଦିନ ବନ୍ଦ ରହେ। କାରଣ ସେଠାରେ ଲୋକେ ଶୁକ୍ରବାରକୁ ପବିତ୍ର ବୋଲି ମାନନ୍ତି।

୫- ଆଫଗାନିସ୍ତାନ ଲୋକେ ପରିବାରକୁ ବହୁତ ଗୁରୁତ୍ବ ଦିଅନ୍ତି। ବିବାହ ପରେ ପୂରା ପରିବାର ଏକାସହ ରୁହନ୍ତି।

୬- ଆଫଗାନିସ୍ତାନରେ ମହିଳା ଓ ପୁରୁଷ ସାମ୍ନା ସାମ୍ନା ଦେଖି କଥା ହୁଅନ୍ତି ନାହିଁ। ଏଠାର ଅଧିକାଂଶ ଲୋକ ଆରେଞ୍ଜ ମ୍ୟାରେଜ କରନ୍ତି।

୭- ଆଧୁନିକ ଆଫଗାନିସ୍ତାନର ଆବିଷ୍କାର ୧୭୪୭ ମସିହାରେ ଅହମଦ ଶାହ ଦୂରାନୀ କରିଥିଲେ।

୮- ଆପଗାନିସ୍ତାନ ମେଳାରେ ନାନ୍‌ ଖାଇବାକୁ ଦିଆଯାଏ।

୯- ଆଫଗାନିସ୍ତାନରେ ଅଧିକାଂଶ ସମୟ ଆତଙ୍କବାଦୀ ହମଲା ହେଉଥାଏ। ଏଥିପାଇଁ ଆଫଗାନିସ୍ତାନକୁ ସବୁଠୁ ଭୟଙ୍କର ସ୍ଥାନ ବୋଲି କୁହାଯାଏ।

୧୦-  ଆଫଗାନୀସ୍ତାନରେ ପ୍ରଚୁର ପରିମାଣର ଅଫିମ ଉତ୍ପାଦନ ହୋଇଥାଏ।

 

   Related Posts