Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||
  • କରଞ୍ଜିଆ : ଏକାଠି ଶୋଇଥିଲେ ସ୍ତ୍ରୀ ଓ ପ୍ରେମିକ, କଟୁରୀରେ ହାଣିଲା ସ୍ୱାମୀ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୮୪ ପଜିଟିଭ୍ ଚିହ୍ନଟ
  • ||
  • ବୁଢୀ ଠାକୁରାଣୀ ଯାତ୍ରାରେ କରୋନା ଆତଙ୍କ: ୨ ପୂଜକ ପଜିଟିଭ, ୧୪୪ ଧାରା ଜାରି ଓ ଦର୍ଶନ ବନ୍ଦ
  • ||

ନୂଆପଡ଼ା ସିଲଦା ନିକଟରେ ଟ୍ରକ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା, ୧୦ଜଣ ମୃତ

18/10/2018 at 1:48 AM

ନୂଆପଡ଼ା ୧୭/୧୦: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା । ଆଉ ଦୁର୍ଘଟଣାରେ ବୋଲେରୋରେ ଥିବା ସମସ୍ତ ୧୦ ଜଣଙ୍କ ପ୍ରାଣହାନୀ । ନୂଆପଡ଼ା କୋମନାରେ ବୈଷ୍ଣୋଦେବୀ ମନ୍ଦିରରେ ଦର୍ଶନ ସାରି ଫେରୁଥିବା ବେଳେ ସିଲଦା ନିକଟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଛତିଶଗଡ଼ର ୧୦ ଜଣ ।

   Related Posts