ବଲିଉଡର ଏହି ୧୦ଟି ସୁନ୍ଦରୀ ଅଭିନେତ୍ରୀ ପିଲାଦିନେ ଦେଖାଯାଉଥିଲେ ଏହିପରି : ଦେଖନ୍ତୁ ଫଟୋ

Published By : Prameya-News7 Bureau | January 06, 2019 IST

ମୁମ୍ବାଇ ୬/୧: ବଲିଉଡର ପ୍ରସିଦ୍ଧା ଅଭିନେତ୍ରୀମାନେ ପିଲାଦିନେ କିପରି ଦେଖାଯାଉଥିଲେ ଆସନ୍ତୁ ଦେଖିବା

wp:gallery {"ids":[70923]} /wp:gallery

୧.ଶ୍ରୀଦେବୀ : ପ୍ରସିଦ୍ଧା ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ପିଲାଦିନେ ଏପରି ଦେଖାଯାଉଥିଲେ। ୨୦୧୮ ଫେବୃୟାରୀରେ ତାଙ୍କର ପରଲୋକ ହୋଇଯାଇଥିଲା।

wp:gallery {"ids":[70925]} /wp:gallery

୨.ମୀନା କୁମାରୀ: ପ୍ରସିଦ୍ଧା ବଲିଉଡ ଅଭିନେତ୍ରୀ ମୀନା କୁମାରୀ ପିଲାଦିନେ ଏପରି ଦେଖାଯାଉଥିଲେ। ସେ ୬ବର୍ଷ ବୟସରୁ ବଲିଉଡ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ।

wp:gallery {"ids":[70926]} /wp:gallery

୩.ଶିଳ୍ପା ସେଟ୍ଟୀ: ପ୍ରସିଦ୍ଧା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପିଲାଦିନେ ଏପରି ଦେଖାଯାଉଥିଲେ। ସେ ବିଗ୍ ବସ୍ ଜିତି ଆହୁରି ଚର୍ଚ୍ଚିତ ହୋଇଥିଲେ।

wp:gallery {"ids":[70927]} /wp:gallery

୪.ସୋନମ୍ କପୁର : ବଲିଉଡ ଅଭିନେତ୍ରୀ ସୋନମ୍ କପୁର ପିଲାଦିନେ ଏପରି ଦେଖାଯାଉଥିଲେ। ସେ ନିକଟରେ ବାଣିଜ୍ୟପତି ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି।

wp:gallery {"ids":[70928]} /wp:gallery

୫.ସୋନାକ୍ଷୀ ସିହ୍ନା : ସୋନାକ୍ଷୀ ସିହ୍ନା ବଲିଉଡ ଅଭିନେତା ଶତ୍ରୃଘ୍ନ ସିହ୍ନାଙ୍କ ଝିଅ। ସେ ପିଲାଦିନେ ଏପରି ଦେଖାଯାଉଥିଲେ।

wp:gallery {"ids":[70929]} /wp:gallery

୬.ଉର୍ମିଳା ମାତୋଣ୍ଡକର : ବଲିଉଡ ଅଭିନେତ୍ରୀ  ଉର୍ମିଳା ମାତୋଣ୍ଡକର  ପିଲାଦିନେ ଏପରି ଦେଖାଯାଉଥିଲେ। ଉର୍ମିଳା ୧୯୭୭ମସିହାରୁ ୧୯୮୮ମସିହା ପର୍ଯ୍ୟନ୍ତ ଶିଶୁ କଳାକାର ଭାବେ ବଲିଉଡ ଫିଲ୍ମରେ ଅଭିନୟ କରିଥିଲେ।

wp:gallery {"ids":[70930]} /wp:gallery

୭.କ୍ରିତି ସାନନ୍: ବଲିଉଡ ଅଭିନେତ୍ରୀ  କ୍ରିତି ସାନନ୍ ପିଲାଦିନେ ଏପରି ଦେଖାଯାଉଥିଲେ। ସେ ବଲିଉଡ ଫିଲ୍ମ ‘ହିରୋପନ୍ଥୀ’ରୁ ନିଜ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ।

wp:gallery {"ids":[70931]} /wp:gallery

୮.ସାରା ଅଲ୍ଲୀ ଖାନ୍: ବଲିଉଡ ଅଭିନେତ୍ରୀ  ସାରା ଅଲ୍ଲୀ ଖାନ୍ ପିଲାଦିନେ ଏପରି ଦେଖାଯାଉଥିଲେ। ସେ ‘କେଦାରନାଥ’,‘ସିମ୍ବା’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

wp:gallery {"ids":[70932]} /wp:gallery

୯.ନିତୁ ସିଂହ: ବଲିଉଡ ସୁପରଷ୍ଟାର ଋଷି କପୁରଙ୍କ ସ୍ତ୍ରୀ ଏବଂ ରଣବୀର କପୁରଙ୍କ ମାଆ ବଲିଉଡ ଅଭିନେତ୍ରୀ ନିତୁ ସିଂହ ପିଲାଦିନେ ଏପରି ଦେଖାଯାଉଥିଲେ।

wp:gallery {"ids":[70933]} /wp:gallery

୧୦.ଅନୁଷ୍କା ଶର୍ମା : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା  ପିଲାଦିନେ ଏପରି ଦେଖାଯାଉଥିଲେ। ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.