Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବଲିଉଡର ଏହି ୧୦ଟି ସୁନ୍ଦରୀ ଅଭିନେତ୍ରୀ ପିଲାଦିନେ ଦେଖାଯାଉଥିଲେ ଏହିପରି : ଦେଖନ୍ତୁ ଫଟୋ

6/01/2019 at 1:04 PM

ମୁମ୍ବାଇ ୬/୧: ବଲିଉଡର ପ୍ରସିଦ୍ଧା ଅଭିନେତ୍ରୀମାନେ ପିଲାଦିନେ କିପରି ଦେଖାଯାଉଥିଲେ ଆସନ୍ତୁ ଦେଖିବା

୧.ଶ୍ରୀଦେବୀ : ପ୍ରସିଦ୍ଧା ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ପିଲାଦିନେ ଏପରି ଦେଖାଯାଉଥିଲେ। ୨୦୧୮ ଫେବୃୟାରୀରେ ତାଙ୍କର ପରଲୋକ ହୋଇଯାଇଥିଲା।

୨.ମୀନା କୁମାରୀ: ପ୍ରସିଦ୍ଧା ବଲିଉଡ ଅଭିନେତ୍ରୀ ମୀନା କୁମାରୀ ପିଲାଦିନେ ଏପରି ଦେଖାଯାଉଥିଲେ। ସେ ୬ବର୍ଷ ବୟସରୁ ବଲିଉଡ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ।

୩.ଶିଳ୍ପା ସେଟ୍ଟୀ: ପ୍ରସିଦ୍ଧା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପିଲାଦିନେ ଏପରି ଦେଖାଯାଉଥିଲେ। ସେ ବିଗ୍ ବସ୍ ଜିତି ଆହୁରି ଚର୍ଚ୍ଚିତ ହୋଇଥିଲେ।

୪.ସୋନମ୍ କପୁର : ବଲିଉଡ ଅଭିନେତ୍ରୀ ସୋନମ୍ କପୁର ପିଲାଦିନେ ଏପରି ଦେଖାଯାଉଥିଲେ। ସେ ନିକଟରେ ବାଣିଜ୍ୟପତି ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି।

୫.ସୋନାକ୍ଷୀ ସିହ୍ନା : ସୋନାକ୍ଷୀ ସିହ୍ନା ବଲିଉଡ ଅଭିନେତା ଶତ୍ରୃଘ୍ନ ସିହ୍ନାଙ୍କ ଝିଅ। ସେ ପିଲାଦିନେ ଏପରି ଦେଖାଯାଉଥିଲେ।

୬.ଉର୍ମିଳା ମାତୋଣ୍ଡକର : ବଲିଉଡ ଅଭିନେତ୍ରୀ  ଉର୍ମିଳା ମାତୋଣ୍ଡକର  ପିଲାଦିନେ ଏପରି ଦେଖାଯାଉଥିଲେ। ଉର୍ମିଳା ୧୯୭୭ମସିହାରୁ ୧୯୮୮ମସିହା ପର୍ଯ୍ୟନ୍ତ ଶିଶୁ କଳାକାର ଭାବେ ବଲିଉଡ ଫିଲ୍ମରେ ଅଭିନୟ କରିଥିଲେ।

୭.କ୍ରିତି ସାନନ୍: ବଲିଉଡ ଅଭିନେତ୍ରୀ  କ୍ରିତି ସାନନ୍ ପିଲାଦିନେ ଏପରି ଦେଖାଯାଉଥିଲେ। ସେ ବଲିଉଡ ଫିଲ୍ମ ‘ହିରୋପନ୍ଥୀ’ରୁ ନିଜ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ।

୮.ସାରା ଅଲ୍ଲୀ ଖାନ୍: ବଲିଉଡ ଅଭିନେତ୍ରୀ  ସାରା ଅଲ୍ଲୀ ଖାନ୍ ପିଲାଦିନେ ଏପରି ଦେଖାଯାଉଥିଲେ। ସେ ‘କେଦାରନାଥ’,‘ସିମ୍ବା’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

୯.ନିତୁ ସିଂହ: ବଲିଉଡ ସୁପରଷ୍ଟାର ଋଷି କପୁରଙ୍କ ସ୍ତ୍ରୀ ଏବଂ ରଣବୀର କପୁରଙ୍କ ମାଆ ବଲିଉଡ ଅଭିନେତ୍ରୀ ନିତୁ ସିଂହ ପିଲାଦିନେ ଏପରି ଦେଖାଯାଉଥିଲେ।

୧୦.ଅନୁଷ୍କା ଶର୍ମା : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା  ପିଲାଦିନେ ଏପରି ଦେଖାଯାଉଥିଲେ। ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ।

   Related Posts