Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବିଧାନସଭାରେ ଶ୍ରୀମନ୍ଦିର ତାତି ; ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା

17/04/2018 at 9:21 AM

ବିଧାନସଭାରେ ଶ୍ରୀମନ୍ଦିର ତାତି … ଜଗନ୍ନାଥଙ୍କ ନୀତି ବିଭ୍ରାଟ ଆଲୋଚନା ପାଇଁ ରୁଲିଂ ଦେଲେନି ବାଚସ୍ପତି … ଦିନକ ପାଇଁ ଗୃହକୁ ବଏକଟ୍ କଲେ ବିଜେପି ଓ କଂଗ୍ରେସ ସଦସ୍ୟ … ଅଚଳାବସ୍ଥା ଦୂର ପାଇଁ ଅପରାହ୍ନରେ ସର୍ବଦଳୀୟ ବୈଠକ … ଗୃହ ମୁଲତବୀ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା
ବିଶ୍ବାସ ଅଛି ଜଗନ୍ନାଥ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି
କିନ୍ତୁ ତାଙ୍କୁ ଭୋକରେ ରଖିବ କିଏ
ଜନସାଧାରଣଙ୍କ ତାଙ୍କ ଉପରେ ବିଶ୍ବାସ ଅଛି
ନୀତିକାନ୍ତି ବିଭ୍ରାଟ ହେଲେ ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରେ
ଏହା ନିହାତି ଚରମ ଅବହେଳା
ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା, ତାହେଲେ ସେମାନେ ପୁଣି ଥରେ କୋର୍ଟରେ ଆବେଦନ କରି ପାରିଥାନ୍ତେ
ନୀତି କିପରି ସୂଚାରୁ ରୂପେ ହୋଇପାରିବ ସେନେଇ ଆଲୋଚନା କରିପାରିଥାନ୍ତେ
ତେଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ

Leave a Reply

   Related Posts