ଅଟୋ ଓ ଟ୍ରାକ୍ଟର ଧକ୍କାରେ ଜଣେ ଛାତ୍ର ମୃତ, ୩ ଗୁରୁତର

Published By : Prameya-News7 Bureau | December 14, 2019 IST

 ଗଜପତି ୧୪/୧୨: ମୋହନାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରାକ୍ଟର ଧକ୍କାରେ ଜଣେ ଛାତ୍ର ମୃତ, ୩ ଗୁରୁତର । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋଟି ଟ୍ରାକ୍ଟର ସହ ଧକ୍କା ହୋଇଥିଲା ।

{"id":197533,"width":581,"height":436,"sizeSlug":"large"}

ଘଟଣା ସ୍ଥଳରେ ଜଣେ ଛାତ୍ରର ଜୀବନ ଚାଲି ଯାଇଛି । ମୃତ ଛାତ୍ର ହେଲେ ଲୁବୁନ କରାଡ । ଆହତ ଛାତ୍ରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଅଟୋରେ ୮ରୁ ଅଧିକ ଛାତ୍ରଛାତ୍ରୀ ବସିଥିଲେ।

{"id":197534,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.