Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଅଟୋ ଓ ଟ୍ରାକ୍ଟର ଧକ୍କାରେ ଜଣେ ଛାତ୍ର ମୃତ, ୩ ଗୁରୁତର

14/12/2019 at 11:12 AM

 ଗଜପତି ୧୪/୧୨: ମୋହନାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରାକ୍ଟର ଧକ୍କାରେ ଜଣେ ଛାତ୍ର ମୃତ, ୩ ଗୁରୁତର । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋଟି ଟ୍ରାକ୍ଟର ସହ ଧକ୍କା ହୋଇଥିଲା ।

ଘଟଣା ସ୍ଥଳରେ ଜଣେ ଛାତ୍ରର ଜୀବନ ଚାଲି ଯାଇଛି । ମୃତ ଛାତ୍ର ହେଲେ ଲୁବୁନ କରାଡ । ଆହତ ଛାତ୍ରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଅଟୋରେ ୮ରୁ ଅଧିକ ଛାତ୍ରଛାତ୍ରୀ ବସିଥିଲେ।

   Related Posts