Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବସ ଓଲଟି ଜଣେ ଗୁରୁତର

28/07/2019 at 8:57 AM

ଅନୁଗୁଳ ୨୮/୭: ଆଠମଲ୍ଲିକ  ଏନ ଏଚ୫୫ ର ଛେଳିଆ ଡିପ ନିକଟରେ  ଓଲଟିଲା  କୁନାଳ ବସ । ବସଟି ଭୁବନେଶ୍ବରରୁ ଝାରସୁଗୁଡ଼ା ଯାଉଥିଲା ।

ବସଟି କାଲି ରାତି ୪ଟା ବେଳକୁ ବମୁର ନିକଟରୁ ବାହାରି ଯାଉ ଥିବା ସମୟରେ ବିପରୀତ ଦିଗରୁ ଆସୁ ଥିବା ଏକ ଟ୍ରକ ସାଇଟ ମାରି ଦେବାରୁ ଓଦା ମାଟି ଉପରକୁ ବସ ଚାଲି ଯିବାରୁ ବସଟି ଓଲଟି ପଡିଥିଲା  । ବସର ବେଗ ଅଧିକ ନ ଥିବାରୁ କେବଳ ଜଣେ ମାତ୍ର ଯାତ୍ରୀ ଗୁରୁତର ଥିବାର ଜଣା ପଡ଼ିଛି।

   Related Posts