ବସ ଓଲଟି ଜଣେ ଗୁରୁତର

Published By : Prameya-News7 Bureau | July 28, 2019 IST

ଅନୁଗୁଳ ୨୮/୭: ଆଠମଲ୍ଲିକ  ଏନ ଏଚ୫୫ ର ଛେଳିଆ ଡିପ ନିକଟରେ  ଓଲଟିଲା  କୁନାଳ ବସ । ବସଟି ଭୁବନେଶ୍ବରରୁ ଝାରସୁଗୁଡ଼ା ଯାଉଥିଲା ।

{"id":138083}

ବସଟି କାଲି ରାତି ୪ଟା ବେଳକୁ ବମୁର ନିକଟରୁ ବାହାରି ଯାଉ ଥିବା ସମୟରେ ବିପରୀତ ଦିଗରୁ ଆସୁ ଥିବା ଏକ ଟ୍ରକ ସାଇଟ ମାରି ଦେବାରୁ ଓଦା ମାଟି ଉପରକୁ ବସ ଚାଲି ଯିବାରୁ ବସଟି ଓଲଟି ପଡିଥିଲା  । ବସର ବେଗ ଅଧିକ ନ ଥିବାରୁ କେବଳ ଜଣେ ମାତ୍ର ଯାତ୍ରୀ ଗୁରୁତର ଥିବାର ଜଣା ପଡ଼ିଛି।

{"id":138084}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.