Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଗୋଟେ ଛାତ ତଳେ ୨ ସ୍କୁଲ

1/08/2018 at 4:02 PM

ଭିତ୍ତିଭୂମି ନିର୍ମାଣ ସରିନି । ହେଲେ ତରବରିଆ ଭାବେ ରାୟଗଡ଼ା ଆଦର୍ଶ ସ୍କୁଲରେ ୧୨୦ ଛାତ୍ରଛାତ୍ରୀଙ୍କ ନାମ ଲେଖିଦିଆଗଲା । ଏବେ ଆଦର୍ଶ ସ୍କୁଲରେ ପିଲାଙ୍କ ପାଠ ପଢ଼ା ଚାଲିଛି ବ୍ରାହ୍ମଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସବୁଠୁ ଉଦବେଗର ବିଷୟ ହେଲା ଆଦର୍ଶ ସ୍କୁଲ ପାଇଁ ଶିକ୍ଷକ ନିଯୁକ୍ତି ମଧ୍ୟ ହୋଇନାହିଁ । ଓଡ଼ିଆ ମାଧ୍ୟମ ସ୍କୁଲରୁ ଡେପୁଟେସନରେ ଶିକ୍ଷକ ଆସି ପାଠ ପଢ଼ାଉଛନ୍ତି ଇଂଲିଶ ମିଡିୟମ ପିଲାଙ୍କୁ |

   Related Posts