ବମିଖାଲ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଆଉ ଜଣେ ଗିରଫ

Published By : Prameya-News7 Bureau | May 10, 2018 IST

ବମିଖାଲ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଆଉ ଜଣେ ଗିରଫ ଗିରଫ ହୋଇଥିବା ବ୍ୟକ୍ତି ଜନକ ପ୍ରଶାନ୍ତ ପାଢ଼ୀ | ସେ ପଣ୍ଡା ଇନଫ୍ରା ର ଅନ୍ୟତମ ନିର୍ଦେଶକ | ତାଙ୍କୁ ଆଜି ଗିରଫ କରିଛି ଲକ୍ଷ୍ମୀ ସାଗର ଥାନା ପୋଲିସ | ପୋଲିସ ନିଜ ଆଡୁ ୧୦ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଥିଲା | ସେହି ୧୦ ଜଣଙ୍କୁ ବର୍ତ୍ତମାନ ଖୋଜାଚାଲିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.