Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ ଲୁଟେରା, ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ଲୁଟିନେଲେ ୧ଲକ୍ଷ ୨୬ ହଜାର

16/09/2020 at 9:26 PM

ପାରାଦୀପ,୧୬ ।୦୯:  ପାରଦୀପ ଅଞ୍ଚଳରେ ଦିନକୁ ଦିନ ଲୁଟତରାଜ୍ ବୃଦ୍ଧି ପାଇବାରେ ଲାଗିଛି । ଦିନ ଦ୍ୱିପ୍ରହରରେ ପୋଲିସକୁ ଚ୍ୟାଲେଞ୍ଜ୍ ଦେଇ ଲୁଟେରା ମାନେ ଲୁଟ୍ କରୁଛନ୍ତି । ବୁଧବାର ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନରେନ୍ଦ୍ରରପୁରଗୁଡା ନିକଟରେ ଜଣେ ବ୍ୟକ୍ତିଙ୍କଠାରୁ ୧.୨୬ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ।

ସୂଚନାନୁସାରେ, ଯାଜପୁର ମଙ୍ଗଳପୁର ବିରିପାଟ ଅଞ୍ଚଳର ସରୋଜ କୁମାର କାଣ୍ଡି ନାମକ ଜଣେ ବ୍ୟକ୍ତି କୁଜଙ୍ଗସ୍ଥିତ ଭାରତ ଫାଇନାନ୍ସ କମ୍ପାନୀରେ କାମ କରନ୍ତି । ସେ ଏକ ମୋଟରସାଇକେଲରେ କାଠଗଡା ଓ ପୀତାମ୍ବରପୁରରୁ ଟଙ୍କା ସଂଗ୍ରହ କରି  ଫେରୁଥିଲେ । ସେ ନରେନ୍ଦ୍ରପୁରଗୁଡାରେ ପହଁଚିବା ବେଳେ ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇବା ସହ ବ୍ୟାଗରେ ଥିବା ଟଙ୍କା ଛଡାଇ ନେଇଯାଇଥିଲେ । ବ୍ୟାଗରେ ପ୍ରାୟ ୧ ଲକ୍ଷ ୨୬ ହଜାର ଟଙ୍କା ଥିଲା ବୋଲି ସରୋଜ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts