୧୧ ଦିନ ପରେ ଜୟପୁର ରାଣୀଗୁଡା ଗୁମ୍ମା ପଥର କ୍ୱାରୀରୁ ଜଣକର ମୃତଦେହ ଉଦ୍ଧାର

Published By : Prameya-News7 Bureau | June 10, 2018 IST

ରାଣିଗଡକୁମା ପଥର କ୍ବାରିରେ ୨ ଜେସିବି ଅପରେଟର ଫଶି ରହିବା ଘଟଣାରେ ୧୧ ଦିନ ପରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି | ମୃତଦେହଟି ଘନଶ୍ୟାମ ଗୁରୁଙ୍କ ହୋଇଥିବା ସୂଚନା ମିଳିଛି | ମୃତଦେହ ଚିହ୍ନଟ ପାଇଁ ଘନଶ୍ୟାମଙ୍କ ବାପାଙ୍କୁ ଘଟଣାସ୍ଥଳକୁ ନିଆଯାଇଛି | ଘଟଣାସ୍ଥଳରେ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି | ତେବେ ଅନ୍ୟ ଜଣେ ଜେସିବି ଅପରେଟର ସଞ୍ଜୟଙ୍କ ପତ୍ତା ମିଳିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.