ସାର ଟ୍ରକ ତଳେ ଚାପି ହୋଇ ଜଣେ ମୃତ
17/07/2018 at 6:27 AM

ସାର ଟ୍ରକ ତଳେ ଚାପି ହୋଇ ଜଣକର ମୃତ୍ୟୁ ହୋଇଛି | କଟକ ଚାନ୍ଦବାଲି ରାସ୍ତାର ଭାତପଡ଼ା ସହରସାହି ଛକରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ସାର ବୋଝେଇ ଟ୍ରକ | ମୃତକ ଜଣକ ଢେଙ୍କାନାଳ ଭାପୁର ଅଂଚଳର ପ୍ରଶାନ୍ତ ରାଉତ | ଡ୍ରାଇଭରର ଆଖି ଲାଗିଯାଇଥିବା ହେତୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି |
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021