Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସୋର ବ୍ରାହ୍ମଣପୋଖରୀ ଛକରେ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

20/05/2019 at 8:18 AM

ସୋର ୨୦/୫ : ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଅଛନ୍ତି । ସୋର କୁପାରୀ ରାସ୍ତା ବ୍ରାହ୍ମଣପୋଖରୀ ଛକରେ ଦୁର୍ଘଟଣା ହୋଇଛି । ମୃତକ ହେଲେ ଅବସରପ୍ରାପ୍ତ ସାମରିକ କର୍ମଚାରୀ ରାକେଶ ବେହେରା । ବାହାନଗା ଅଞ୍ଚଳର ରାକେଶ ବେହେରା ସାମରୀକ ବିଭାଗରୁ ଅବସର ନେବା ପରେ କୁପାରୀ ଷ୍ଟେଟ୍ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିେଲ ।

ଗତ ରାତିରେ ରାକେଶ ଓ ତାଙ୍କର ଦୁଇ ବନ୍ଧୁ ବିବାହ ଭୋଜି ଖାଇ ଫେରୁଥିବା ବେଳେ ସୋର କୁପାରୀ ରାସ୍ତା ବ୍ରାହ୍ମଣପୋଖରୀ ଛକରେ ଦୁର୍ଘଟଣା ହୋଇଥିଲେ । ତାଙ୍କ ସହିତ ଥିବା ଅନ୍ୟ ଦୁଇ ବନ୍ଧୁ ଆହତ ହୋଇଛନ୍ତି । ଦୁର୍ଘଟଣାର କାରଣ ଜଣା ପଡିନାହିଁ । ଖଇରା ଦମକଳ ବାହିନୀ ମୃତକ ଓ ଆହତମାନଙ୍କୁ ଖଇରା ଡାକ୍ତରଖାନାରେ ଭର୍ତ୍ତି କରିଛି ।

   Related Posts