ଗୋଷ୍ଠୀ ସଂଘର୍ଷ ୨ମୃତ, ୪ ଆହତ

Published By : Prameya-News7 Bureau | November 12, 2019 IST

ଭଞ୍ଜନଗର ୧୨।୧୧ - ଗଞ୍ଜାମ ଜିଲ୍ଲା ସୋରଡା ଥାନା ନୂଆଁଗଡ଼ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ପରିବାରର ୫ ଜଣଙ୍କୁ ଆକ୍ରମଣ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ମନୋଜ ନାୟକ ଓ ପୁନିଆ ନାୟକ । ଗୁରୁତରଙ୍କୁ ସୋରଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.