ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା, ରାଜ୍ୟରେ କୋଟିଏ ଛୁଇଁଲା ଡବଲ୍‌ ଡୋଜ୍‌

Published By : Prameya-News7 Bureau | October 18, 2021 IST

ଭୁବନେଶ୍ୱର, ୧୮/୧୦: କରୋନା ସ୍ଥିତି ଏବେ ରାଜ୍ୟରେ ଭଲ ରହିଥିବା ବେଳେ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ୧ କୋଟି ଲୋକ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିବା ଜଣାପଡ଼ିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

wp:html /wp:html

ସେହିପରି ରାଜ୍ୟରେ ୩ କୋଟି ୪୦ ଲକ୍ଷ ଲୋକ ଟିକାର ଗୋଟିଏ ଡୋଜ୍‌ ନେଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.