ପୁରୀରେ ଗୁଳିକାଣ୍ଡ : ଦୁର୍ବୁତ୍ତଙ୍କ ଗୁଳିମାଡରେ ଜଣେ ଗୁରୁତର

Published By : Prameya-News7 Bureau | March 12, 2019 IST

ପୁରୀ ୧୨/୩ : ପୁରୀ ସିଦ୍ଧ ମହାବୀର ଛକରେ ଗୁଳିକାଣ୍ଡ ହୋଇଛି | ଦୁର୍ବୁର୍ତ୍ତଙ୍କ ଗୁଳିମାଡରେ କୁମୁଟିପାଟଣାର ରାକେଶ ନାୟକ ଗୁରୁତର ହୋଇଛନ୍ତି | ରାକେଶଙ୍କ ୨ ଜଙ୍ଘରେ ୨ଟି ଗୁଳି ବାଜିଛି | ଗୁରୁତର ରାକେଶଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.