ଅନୁଗୋଳରେ ହାତୀ ଆକ୍ରମଣରେ ଜଣେ ଗୁରୁତର
17/07/2018 at 7:42 AM

ଅନୁଗୋଳରେ ହାତୀ ଆକ୍ରମଣରେ ଜଣେ ଗୁରୁତର | ଗୁରୁତର ଜଣକ ତଳଗଡ ଗାଁର ଶରତ ସେଠୀ | ସକାଳୁ ବଜାରକୁ ଆସୁଥିବା ସମୟରେ ହାତୀ ଆକ୍ରମଣ କରିଥିଲା | ତାଙ୍କୁ ହାତୀ କଚାଡି ଦେବାରୁ ତାଙ୍କର ଗୋଡ ଭାଙ୍ଗିଯାଇଛି | ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି |