Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଜାମ୍ମୁ କାଶ୍ମୀରର ୩ଟି ସେକ୍ଟରରେ ଭାରତ-ପାକିସ୍ତାନ ମଧ୍ୟରେ ଗୁଳି ବିନିମୟ : ଜଣେ ବିଏସଏଫ ଜବାନ ଶହୀଦ

13/11/2020 at 3:56 PM

ଜାମ୍ମୁ ୧୩/୧୧: ଦୀପାବଳି ସମୟରେ ବାତାବରଣ ବିଗାଡ଼ିବା ଉଦ୍ଦେଶ୍ୟରେ ଶୁକ୍ରବାର ସକାଳେ ଜାମ୍ମୁ-କାଶ୍ମୀରର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ସଂଘର୍ଷ ବିରାମ ଉଲ୍ଲଙ୍ଘନ କରିଛି। ପାକିସ୍ତାନ ଜାମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ସଂଘର୍ଷ ବିରାମ ଉଲ୍ଲଙ୍ଘନ କରିଛି। ପୁଞ୍ଛ ଜିଲ୍ଲାରେ ପାକିସ୍ତାନ ତରଫରୁ ଫାୟାରିଂରେ ବିଏସଏଫର ସବ୍-ଇନସ୍ପେକ୍ଟର ରାକେଶ ଡୋଭାଲ୍ ଶହୀଦ ହୋଇ ଯାଇଛନ୍ତି।

ଜାମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା ପାଖରେ ଶୁକ୍ରବାର ୩ସେକ୍ଟରରେ ଗୁଳି ବିନିମୟ ହୋଇଛି। ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ବାନ୍ଦିପୋରା ଜିଲ୍ଲାରେ ଗୁରେଜ ସେକ୍ଟରର ଇଜମର୍ଗରେ ସଂଘର୍ଷ ବିରାମ ବୁଝାମଣାର ଉଲ୍ଲଙ୍ଘନ କରାଯାଇଛି।

ଏହାର କିଛି ମିନିଟ୍ ପରେ କୁପଓ୍ବାଡ଼ା ଜିଲ୍ଲାର କେରନ ସେକ୍ଟରରେ ଗୁଳି ବିନିମୟ କରାଯାଇଛି।

   Related Posts