୧.୫ କେଜି ବ୍ରାଉନସୁଗାର ଜବତ, ୪ ବେପାରୀ ଗିରଫ

Published By : Prameya-News7 Bureau | June 18, 2019 IST

ବାଲେଶ୍ବର ୧୮|୬: ବାଲେଶ୍ବରରୁ ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

{"id":124217}

ସୂଚନାଯୋଗ୍ୟ ଯେ, ଅବକାରୀ ଭ୍ରାମ୍ୟମାଣ ବିଭାଗ ଓ ସହଦେବଖୁଣ୍ଟା ପୋଲିସ ମିଳିତ ଚଢାଉ କରିଥିଲା । ଚଢାଉ ବେଳେ ଫୁଲାରୀ ପଚା ଛକ ନିକଟରୁ ୧.୫ କେଜି ବ୍ରାଉନସୁଗାର ଜବତ କରିଛି । ବ୍ରାଉନସୁଗାର ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.