Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଜେଲରେ ୧ଲକ୍ଷ ୨୧ହଜାର କଏଦୀ ବନ୍ଦୀ : ଦୁଷ୍କର୍ମକାରୀ ୧୦.୮୯୨

7/12/2019 at 2:56 PM

ନୂଆଦିଲ୍ଲୀ ୭/୧୨ : ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସିକାଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟାର ୪ଅଭିଯୁକ୍ତଙ୍କର ଅଦାଲତରେ ମୋକଦ୍ଦମା ଚାଲିବା ପୂର୍ବରୁ ପୋଲିସ୍ ତାଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟର ଠିକ୍ ଥିଲା ନା ଭୁଲ୍ ଏହା ଅଲଗା କଥା। କିନ୍ତୁ ଏହି ଘଟଣା ପରେ ଆଇନ୍ ବ୍ୟବସ୍ଥାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସୋଶିଆଲ ମିଡିଆରେ ସମସ୍ତେ ଏହି ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଦେଶରେ ଭାରତୀୟ ସମ୍ବିଧାନର ଧାରା ଅନୁସାରେ ଦଣ୍ଡ ଭୋଗୁଥିବା ଏକ ଲକ୍ଷରୁ ଅଧିକ କଏଦୀଙ୍କ ମଧ୍ୟରେ ୧୦,୮୯୨ ଜଣ ଦୁଷ୍କର୍ମକାରୀ। ଅଦାଲତରେ ଲକ୍ଷ ଲକ୍ଷ ଦୁଷ୍କର୍ମ ମାମଲା ବିଚାରାଧୀନ ରହିଛି।

 ୨୦୧୭ମସିହା ସୁଦ୍ଧା ଆଇପିସି ଅନୁସାରେ ୧ଲକ୍ଷ ୨୧ହଜାର ୯୯୭ ଜଣ କଏଦୀ ଜେଲରେ ଦଣ୍ଡ ଭୋଗୁଛନ୍ତି। ଏମାନଙ୍କ ମଧ୍ୟରୁ ସବୁଠୁ ଅଧିକ ୮୪ପ୍ରତିଶତ ମାମଲା ହତ୍ୟାର। ଦୁଷ୍କର୍ମ ମାମଲା ବିଷୟରେ କହିବା ଯଦି ତେବେ ୧୦.୬ପ୍ରତିଶତ ଦୁଷ୍କର୍ମକାରୀ (୧୦,୮୯୨) ଜେଲରେ ଦଣ୍ଡ ଭୋଗୁଛନ୍ତି।

   Related Posts