Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମଙ୍ଗଳବାରର ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ଆସନ୍ତାକାଲିର ଦିନ

31/05/2021 at 8:49 PM

ମେଷ – ଆଜିର ଦିନଟିରେ ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ । ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଆନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ନାହିଁ ।

କର୍ମଜୀବି- ଅର୍ଥ ହାନି ହେବ ।

ବ୍ୟବସାୟୀ- ଲାଭ ପ୍ରଦ ରହିବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବୃଷ – ଏକ ଭିନ୍ନ ପରିସ୍ଥିତିରେ ନିକଟ ସମ୍ପର୍କୀୟମାନଙ୍କ ସାହାର୍ଯ୍ୟ ଲାଭ କରି ଅଟକି ରହିଥିବା କାମଟି ହଠାତ୍ ହୋଇଯିବ ।  ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ଚାଷୀ- ଚାଷ କାମରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ଦିନଟି ବେଶୀ କଷ୍ଟ ଭରା ରହିବ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ ପାଇଁ ମନ ବଳାଇବେ ।

କର୍ମଜୀବି- ସାମାନ୍ୟ ଅର୍ଥ ପାଇ ପାରନ୍ତି ।

ବ୍ୟବସାୟୀ- ଲାଭ ପ୍ରଦ ହେବ ।

ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ପାଇଁ ଅସୁସ୍ଥ ଅନୁଭବ କରିପାରନ୍ତି ।

ମିଥୁନ – ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ । ଗତକାଲି ଆପଣ ଯ।।ହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ଚାଷୀ- ଜଳବାୟୁ ପ୍ରତି ଧ୍ୟାନ ଦିଅନ୍ତୁ ।

ରୋଗୀ- ଥଣ୍ଡା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ମନ ଦେବେ ।

କର୍ମଜୀବି-  ସ୍ୱଳ୍ପ ଆୟ ହେବ ।

ବ୍ୟବସାୟୀ- ଲାଭବାନ ହେବ ।

ଗୃହିଣୀ- ଆଧ୍ୟାତ୍ମିକ ହେବ ।

କର୍କଟ – ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଆଡ୍‌ଜଷ୍ଟ କରି ଚଳିପାରିବା ହେତୁ କିଛି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ଚାଷୀ- ଫସଲ ହାନୀ ଠାରୁ ସଜାଗ ରୁହନ୍ତୁ ।

ରୋଗୀ- ଆଜିକା ଦିନରେ ଡାକ୍ତରଙ୍କୁ ନ ଦେଖାଇ ମେଡିସିନ୍ ଖାଆନ୍ତୁ ନାହିଁ ।

ଛାତ୍ରଛାତ୍ରୀ- ପାଠ ପଢାରେ ମନ ଦେବେ ନାହିଁ ।

କର୍ମଜୀବି- ଧନ ହାନୀ ହେବ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ପିଲାମାନଙ୍କ ଚିନ୍ତାରେ ରହିବେ ।

ସିଂହ – ବାରମ୍ୱାର ଚିନ୍ତା କରି ମନଟା ଭଲ ରହିବ ନାହିଁ । ଏଣେ କର୍ମକ୍ଷେତ୍ରର ବିଭିନ୍ନ ଘଟଣାବଳୀ ମନକୁ ବାରମ୍ବାର ଆଲୋଡିତ କରିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ଚାଷୀ- ଜଳବାୟୁ ଉପରେ ସଚେତନ ହୁଅନ୍ତୁ ।

ରୋଗୀ- ରୋଗମୁକ୍ତ ହେବେ ।

ଛାତ୍ରଛାତ୍ରୀ- ପିଲାମାନେ ବିଦ୍ୱାନ ହେବେ ।

କର୍ମଜୀବି- ସମ୍ମାନ ଅର୍ଜନ କରିବେ ।

ବ୍ୟବସାୟୀ- କ୍ଷତି ହେବ ।

ଗୃହିଣୀ- ମନ ପ୍ରଫୁଲ୍ଲ ରହିବ ।

କନ୍ୟା – ଦୀର୍ଘ ଦିନରୁ କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ ଓ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।  ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ଚାଷୀ- ପାଣିପାଗ ବିଭାଗ ସହ ସଂପର୍କ ରଖିବା ଉଚିତ୍ ।

ରୋଗୀ- ଥଣ୍ଡା /ସର୍ଦ୍ଦି ପାଇଁ ସତର୍କ ରହିବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଲାଭବାନ ହେବେ ।

ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

ତୁଳା – ସହକର୍ମୀମାନଙ୍କ ସହ-ଯୋଗ ପାଇବେ ନାହିଁ । ଅବଶ୍ୟ ପଦସ୍ଥ ବ୍ୟକ୍ତିବିଶେଷଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଚାଷୀ- ଚିନ୍ତିତ ରହିବେ ।

ରୋଗୀ- ଯୋଗ କରନ୍ତୁ, ଡାଙ୍କରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ସଙ୍ଗୀତ ପ୍ରତି ମନ ବଳାଇବେ ।

କର୍ମଜୀବି- ସିନିୟରଙ୍କ ସାହାର୍ଯ୍ୟ ମିଳିବ ।

ବ୍ୟବସାୟୀ- ଅନ୍ୟ କଥାରେ ପଡନ୍ତୁ ନାହିଁ ।

ଗୃହିଣୀ- ସୌଭାଗ୍ୟ ପୂର୍ଣ୍ଣ ରହିବ ।

ବିଛା – ପ୍ଲଟିଙ୍ଗ୍ କାରବାରରେ ଅଗ୍ରଗତି, ବିବାଦୀୟ ଘଟଣାରେ ବିଜୟଲାଭର ସୂଚନା ରହିଛି । ଜ୍ୟେଷ୍ଠା ନକ୍ଷତ୍ରର ଚେଷ୍ଟା କରୁଥିବା କାମଟି ନ ହେବା କାରଣରୁ ଉଦାସ ରହିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ଚାଷୀ- କିଟନାଶକର ବ୍ୟବହାର ଠିକ୍ ସମୟରେ କରନ୍ତୁ ।

ରୋଗୀ- ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି ।

ଛାତ୍ରଛାତ୍ରୀ- କ୍ରୀଡା ପ୍ରତି ମନ ବଳାଇବେ ।

କର୍ମଜୀବି- ବହୁ ପରିଶ୍ରମ କରିବାକୁ ପଡିବ ନାହିଁ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ଧନୁ – ଘର କଥା ଓ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିପାରେ । ବାଣିଜ୍ୟ ମାନ୍ଦା ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ଚାଷୀ- ପାଣିପାଗ କାର୍ଯ୍ୟାଳୟ ସହ ସମ୍ପର୍କ ସ୍ଥାପନ କରନ୍ତୁ ।

ରୋଗୀ- ଶ୍ୱାସ ସମସ୍ୟା ଦେଖା ଦେବ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।

କର୍ମଜୀବିି- ଅର୍ଥ ସମସ୍ୟା ଦେଖାଦେବ ।

ବ୍ୟବସାୟୀ- ସାମାନ୍ୟ ଲାଭ ପାଇବେ ।

ଗୃହିଣୀ- ମୁଣ୍ଡ ବ୍ୟଥା ହୋଇପାରେ । 

ମକର – ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ଚାଷୀ- ଚାଷ କାମରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ସାମନ୍ୟ ପୀଡା ଅନୁଭବ କରିବେ ।

ଛାତ୍ରଛାତ୍ରୀ – ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ଉନ୍ନତି ଦେଖା ଦେବ ।

ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି ।

କୁମ୍ଭ  – ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିପାରନ୍ତି । ଗୃହ ସୀମା ଜନିତ ବିବାଦ ଦେଖା ଦେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ଚାଷୀ- ଜଳର ସଂରକ୍ଷଣ କରନ୍ତୁ ।

ରୋଗୀ- ଆଗକୁ ଥିବା ୨୫ ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।

କର୍ମଜୀବି- ଲାଭ ଉଠାଇବେ ।

ବ୍ୟବସାୟୀ- ସୁଯୋଗ ପ୍ରାପ୍ତି ହେବ ।

ଗୃହିଣୀ- ସୁଖ ମିଳିବ ।

ମୀନ – ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ । ଖାଦ୍ୟପେୟର ବିଷମତା ଜନିତ ହଠାତ୍ ଅଜୀର୍ଣ୍ଣ ଦେଖା ଦେଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ଚାଷୀ- ଆଜିକା ଦିନରେ କୃଷି ବିଭାଗ ସହ ଯୋଗାଯୋଗ ରଖିବା ଆବଶ୍ୟକ ।

ରୋଗୀ- ସାମନ୍ୟ ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ବଳାଇବେ ।

କର୍ମଜୀବି- ଅର୍ଥ ମିଳିବ ।

ବ୍ୟବସାୟୀ- ସାମାନ୍ୟ କ୍ଷତି ହେବ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

   Related Posts