Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ୬୫ବର୍ଷର ବୃଦ୍ଧ ଗିରଫ

25/12/2018 at 4:53 PM

 ବ୍ରହ୍ମପୁର ୨୫/୧୨: କବିସୂର୍ଯ୍ୟନଗର ଥାନା ଏମ. ଚମ୍ପଇତପୁର ଗ୍ରାମର, ବିପ୍ର ଗୌଡ଼(୬୫) ସେହି ଗ୍ରାମର ଜନୈକା ଦଶ ବର୍ଷର ନାବାଳିକାକୁ ଗାଁ ଶେଷରେ ଥିବା ବିଲମାଳ ନିର୍ଜନ ଜାଗାକୁ ପ୍ରଲୋଭନ ଦେଖାଇ ଡ଼ାକିନେଇ ସେଠାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ସମୟରେ ନାବାଳିକାର ମା ଝିଅକୁ ଖୋଜି ଖୋଜି ପହଁଚିବା ପରେ ଘଟଣା ସ୍ଥଳରୁ ଵୃଦ୍ଧ ଦୌଡ଼ି ପଳାଇଥିଲା। ଏବଂ ନାବାଳିକା ମାକୁ ଘଟଣା ସମ୍ପର୍କରେ କହିବା ପରେ  ମା ବିଷ୍ଣୁ ପ୍ରଧାନ କବିସୂର୍ଯ୍ୟନଗର ଥାନାରେ ଏତଲା ଦେବାପରେ ପୋଲିସ ବିପ୍ରକୁ ଗିରଫ କରି କେସ ନଂ ୩୦୩/୧୮ଦଫା 354(a)ii, /509 IPC, ଓ 12ପୋକସ ଆକ୍ଟ ଲଗାଇ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତପନ କୁମାର ପତି କହିଛନ୍ତି। ବୃଦ୍ଧ ବିପ୍ରର ଦୁଇଟି ସ୍ତ୍ରୀ ଥିବା ଏବଂ କିଛି ଦିନ ହେଲା ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗୀତ କରୁଥିବା ଅଭିଯୋଗ ହୋଇଥିଲା।

   Related Posts