Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲିରେ ଘରୁ ରାଗି ଟ୍ୟୁସନ ଆସିଥିବା ନାବାଳକ ଫେରିଲେନି ଘରକୁ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

୩ ବର୍ଷରେ ପ୍ରଥମ ଥର ପାଇଁ କୁଆଖାଇରେ ଆସିଲା ବଢି ପାଣି- ସ୍ଥାନୀୟ ଲୋକେ ଉତ୍ସବମୁଖର

19/07/2018 at 7:17 AM

୩ ବର୍ଷରେ ପ୍ରଥମ ଥର ପାଇଁ କୁଆଖାଇରେ ଆସିଲା ବଢି ପାଣି । ୩ ବର୍ଷ ହେଲା ଶୁଖିଲା ପଡିଥିଲା ନଈ । ନଦୀ ଶୁଖିଯାଇଥିବାରୁ ପାଖପାଖି ଅଞ୍ଚଳରେ ବିଭିନ୍ନ ସମସ୍ୟା ଉପୁଜୁଥିଲା । ବିଶେଷ କରି ପାନୀୟ ଜଳ ନେଇ ଲୋକେ ହଇରାଣ ହେଉଥିଲେ । ନଦୀରେ ପାଣି ଆସିବା ପରେ ସ୍ଥାନୀୟ ଲୋକେ ଖୁସି ଥିବା କହିଛନ୍ତି ।

   Related Posts