Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

୩୪ ବର୍ଷ ଧରି ଦଦରା ଡ଼ଙ୍ଗାରେ ଭାର୍ଗବୀ ନଦୀ ପାର ହେଉଛନ୍ତି ଗ୍ରାମବାସୀ

29/07/2018 at 12:34 AM

ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ। ଦୀର୍ଘ ୩୪ ବର୍ଷ ଧରି ଦଦରା ଡ଼ଙ୍ଗା ଉପରେ ନିର୍ଭର କରି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ନିଜ ଗନ୍ତବ୍ୟ ସ୍ଥଳକୁ ଯାଆସ କରୁଛନ୍ତି। ଲଗାଣ ବର୍ଷା ପରେ ନଦୀରେ ବନ୍ୟା ଆସିଥିବାରୁ ଏବେ ନଦୀରେ ଯାତାୟତ ଠପ୍ ହୋଇପଡ଼ିଛି। ଦଦରା ଡ଼ଙ୍ଗାରେ ଯାତାୟତ ଯୋଗୁଁ ଏକ ବିରାଟ ଅଘଟଣର ସମ୍ମୁଖୀନ ହୋଇଛନ୍ତି ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ। ପୁରୀ ଜିଲ୍ଲା ଚନ୍ଦନପୁର ଥାନା ବାଲିପଡ଼ା ପଞ୍ଚାୟତ ଢ଼ୋଲ ବିରଞ୍ଚିଦାସପୁର ଗ୍ରାମ ସ୍ଥିତ ଗବକୁଣ୍ତ କଟ୍ ଠାରେ ଘଟିଛି ଏଭଳି ଲୁମ ଟାଙ୍କୁରା ଘଟଣା। ନ୍ୟୁଜ୍7ର ଏକ୍ସକ୍ଲ୍ୟୁସିଭ୍ ରିପୋର୍ଟ।

   Related Posts