Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

୨ ଘଣ୍ଟା ବର୍ଷାରେ ଉବୁଟୁବୁ ଭୁବନେଶ୍ୱର

23/05/2018 at 9:27 PM

ଅସରାଏ ବର୍ଷାରେ ବେହାଲ ଟୁଇନ୍ ସିଟି । ସକାଳେ କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ବର ଓ କଟକରେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ଲୋକେ । କେଉଁଠି ଅଣ୍ଠୁଏ ଉଚ୍ଚରେ ପାଣି ତ କେଉଁଠି ଘରେ ପଶିଛି ନର୍ଦ୍ଦମା ପାଣି । ଭୁବନେଶ୍ବରର ଶିଶୁ ଭବନ ଛକ, ଜୟଦେବ ବିହାର , ବମିଖାଲରେ ସଲୋକେ ଜଳବନ୍ଦୀ ଥିବା ବେଳେ କଟକ ବାଦାମବାଡି ରକ୍ସିଲେନରେ ନର୍ଦ୍ଦମା ପାଣି ସହ ବର୍ଷାଜଳ ମିଶିଯିବାରୁ ସେଠାରେ କୃତ୍ରିମ ବନ୍ୟା ଭଳି ପରସ୍ଥିତି ସୃଷ୍ଟି ହୋଇଛି । ଆପାତ୍କାଳୀନ ସ୍ଥିତିକୁ ଦେଖି ମହାନଗର ନିଗମ ପକ୍ଷରୁ ପାଣି ପମ୍ପ ସହ ଦମକଳ ବାହୀନି ରକ୍ସିଲେନରୁ ପାଣି ନିଷ୍କାସନ କରିଛି ।

Leave a Reply

   Related Posts