Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୨୭ ଶହ କ୍ୱିଣ୍ଟାଲ ଚାଉଳ ପୋତିବା ଘଟଣାରେ ବୈଷ୍ଣଦେବୀ ମିଲ୍ ମାଲିକଙ୍କୁ ଘଣ୍ଟ ଘୋଡ଼ାଉଛି କିଏ ?

4/08/2018 at 8:27 PM

ସମ୍ବଲପୁର ଲର୍ପଙ୍କର ବୈଷ୍ଣଦେବୀ ରାଇସ୍ ମିଲ୍ ମାଲିକ, ଗତକାଲି ୨୭ଶହ କ୍ବିଣ୍ଟାଲ୍ ପିଡିଏସ୍ ଚାଉଳକୁ ଖରାପ ଥିବା ଦର୍ଶାଇ ମାଟି ତଳେ ପୋତି ଦେଇଥିଲେ। ଘଟଣାକୁ ୨୪ଘଣ୍ଟା ବିତିବା ପରେ ମଧ୍ୟ, ନା ଜିଲ୍ଲାପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ ନା, ନିଜେ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏହି ବୈଷ୍ଣଦେବୀ ରାଇସ୍ ମିଲ୍, ଗତ ଖରିଫଋତୁରେ, ସରକାରଙ୍କ ଧାନକିଣା ତାରିଖ ଧାର୍ଯ୍ୟ ପୂର୍ବରୁ, ବାହାର ରାଜ୍ୟରୁ ୧୨ହଜାର କ୍ବିଣ୍ଟାଲ୍ ଧାନ କିଣି ଗଛିତ ରଖିଥିଲା। ହେଲେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ମିଲ୍ ମାଲିକଙ୍କ ମଧୂଚନ୍ଦ୍ରିକା ଯୋଗୁ,ମିଲ୍ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସେପଟେ ଜିଲ୍ଲାପାଳ ଅପେକ୍ଷା କରିଛନ୍ତି, ଯୋଗାଣ ଅଧିକାରୀଙ୍କ ରିପୋର୍ଟକୁ, ଆଉ ଚାଷୀମାନେ ଦାବି କରିଛନ୍ତି ଯଦି,ମିଲ୍ ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ,ତେବେ ପଶ୍ଚିମଓଡିଶା କୃଷକ ସଂଗଠନ ଆନ୍ଦୋଳନ ଡାକରା ଦେବ।

   Related Posts