Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୧୯ ଦିନ ପରେ ଆଜି ଖୋଲିଲା ନନ୍ଦନକାନନ

21/05/2019 at 10:30 AM

ବାରଙ୍ଗ ୨୧|୫: ୧୯ ଦିନ ପରେ ଆଜି ସକାଳ ୭ଟାରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାୟ ୮ଟା ୩୦ମିନିଟ୍ ପରେ ପର୍ଯ୍ୟଟକ ମାନେ ଧୀରେ ଧୀରେ ନନ୍ଦନକାନନ ଟିକେଟ୍ କାଟି ଫାଟକ ଭିତରେ ପ୍ରବେଶ କରିଛନ୍ତି । ବିଶେଷ କରି ରାଜ୍ୟ ବାହାର ପର୍ଯ୍ୟଟକମାନଙ୍କୁ ଆଜି ଦେଖିବାକୁ ମିଳିଛି ।

ଖୁଆଡ ଭିତର ଗୁଡିକ ସଫାସୁତୁରା ହୋଇଛି । ଜନ୍ତୁ ମାନେ ସକାଳର ଅଳ୍ପ ଉତ୍ତାପରେ ଖୁଆଡରେ ବୁଲାଚଲା କରିବା ଦେଖିବାକୁ ମିଳିଛି । ପର୍ଯ୍ୟଟକମାନଙ୍କ ଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥଳ ଗୁଡିକ ସମ୍ପୂର୍ଣ୍ଣ ଭାବେ ଉପଯୋଗୀ କରାଯାଇଛି । ନନ୍ଦନକାନନ ଅଧିକାରୀ ମାନେ ନନ୍ଦନକାନନ ବୁଲାବୁଲି କରି ଅନୁଧ୍ୟାନ କରି ପର୍ଯ୍ୟଟକଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।

   Related Posts