୧୮ ବର୍ଷ ହେଲା ଶ୍ରୀଜିଉଙ୍କ ସେବାରେ ପୁରା ପରିବାର
9/07/2018 at 11:14 PM

ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୧୮ ବର୍ଷ ଧରି ସୋଲ ଫୁଲ ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜକିଶୋରଙ୍କ ପରିବାର। ସେଥିପାଇଁ ଲାଗିପଡ଼ିଛନ୍ତି ପୁରା ପରିବାର ଫୁଲ ତିଆରିରେ।
Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021