Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଗାଡ଼ି କିଣା ଉପରେ କମିଲା ଟ୍ୟାକ୍ସ, ବ୍ଲକ ସ୍ତରରେ ନିଯୁକ୍ତି…

22/07/2018 at 3:26 AM

୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।
1. ମୋଟରଯାନ ଆଇନ ସଂଶୋଧନକୁ ମିଳିଲା ମଞ୍ଜୁରୀ। ଗାଡ଼ି କିଣା ଉପରେ ଟିକସ ୪୦% ରୁ ୨୦%କୁ ହ୍ରାସ କରାଯାଇଛି। ୫ ଲକ୍ଷରୁ କମ ମୁଲ୍ୟର ଗାଡ଼ି ଉପରେ ୫% ଟ୍ୟାକ୍ସ. ୫ଲକ୍ଷରୁ ୧୦ ଲକ୍ଷ ଟଙ୍କା ଗାଡ଼ି ଉପରେ
୮% ଟ୍ୟାକ୍ସ। ୧୦ ଲକ୍ଷରୁ ଅଧିକ ଟଙ୍କାର ଗାଡ଼ି ଉପରେ ୧୦% ଟ୍ୟାକ୍ସ ଆଦାୟ କରାଯିବ।
2. ବ୍ଲକ ଓ ମ୍ୟୁନିସିପାଲଟି ସ୍ତରରେ ଆସିଷ୍ଟାଣ୍ଟ ଓ ଲେବର ଅଫିସର ରହିବେ। ଏଥିପାଇଁ ରାଜ୍ୟରେ ମୋଟ ୪୩୯ ଜଣଙ୍କୁ ନିଯୁକ୍ତି ମିଳିବ। ଜିଲ୍ଲା ସ୍ତରରେ ଦୁଇଜଣ ଏବଂ ଡିଭିଜନ ସ୍ତରରେ ଜଣେ ଅଫିସର ରହିବେ।
3. IT ଷ୍ଟାଟଅଫ୍ ପାଇଁ ୬ ବିଲଡିଙ୍ଗ୍‌ରେ ବର୍ଗଫୁଟ ପିଛା ୨୦ ଟଙ୍କା ଭଡ଼ା।

   Related Posts