Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||
  • କରଞ୍ଜିଆ : ଏକାଠି ଶୋଇଥିଲେ ସ୍ତ୍ରୀ ଓ ପ୍ରେମିକ, କଟୁରୀରେ ହାଣିଲା ସ୍ୱାମୀ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୮୪ ପଜିଟିଭ୍ ଚିହ୍ନଟ
  • ||
  • ବୁଢୀ ଠାକୁରାଣୀ ଯାତ୍ରାରେ କରୋନା ଆତଙ୍କ: ୨ ପୂଜକ ପଜିଟିଭ, ୧୪୪ ଧାରା ଜାରି ଓ ଦର୍ଶନ ବନ୍ଦ
  • ||

ୟେଦିୟୁରପ୍ପାଙ୍କ ଇସ୍ତଫା : Special Report 04 (19.05.2018)

19/05/2018 at 7:42 PM

କର୍ଣ୍ଣାଟକରେ ବିଜେପି ସରକାର ପତ୍ତନ । ଶକ୍ତି ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ୟେଦିୟୁରପ୍ପା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା । ମ୍ୟାଜିକ ସଂଖ୍ୟା ଯୋଗାଡ଼ରେ ବିଫଳ ହେଲା ବିଜେପି । ବିଧାନସଭାରେ ଅଭିଭାଷଣ ପରେ ଇସ୍ତଫା ଦେଲେ ୟୋଦିୟୁରପ୍ପା । ଆସ୍ଥା ଭୋଟ ଲୋଡ଼ିଲେନି, ଇସ୍ତଫା ଘୋଷଣା କଲେ । ରାଜଭବନରେ ପହଞ୍ଚି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଦେଲେ ଇସ୍ତଫା ପତ୍ର । ୨୧ ତାରିଖରେ ସପଥ ନେଇପାରନ୍ତି ଏଚ୍.ଡି.କୁମାରସ୍ୱାମୀ ।

Leave a Reply

   Related Posts