Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଭୟଙ୍କର ହେଲାଣି କରୋନା ସ୍ଥିତି, ୨୪ ଘଣ୍ଟାରେ ରାଜ୍ୟରେ ୩୬୬୪ ପଜିଟିଭ୍ ଚିହ୍ନଟ
  • ||
  • ରାୟପୁର ହସ୍ପିଟାଲ ICUରେ ଲାଗିଲା ନିଆଁ: ୫ ମୃତ, କୋଭିଡ ରୋଗୀଙ୍କ ଚାଲିଥିଲା ଚିକିତ୍ସା
  • ||
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ୟେଦିୟୁରପ୍ପାଙ୍କ ଇସ୍ତଫା ପରେ ରାହୁଲଗାନ୍ଧିଙ୍କ ପ୍ରେସମିଟ୍ LIVE : Special Report 03 (19.05.2018)

19/05/2018 at 7:38 PM

କର୍ଣ୍ଣାଟକରେ ବିଜେପି ସରକାର ପତ୍ତନ । ଶକ୍ତି ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ୟେଦିୟୁରପ୍ପା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା । ମ୍ୟାଜିକ ସଂଖ୍ୟା ଯୋଗାଡ଼ରେ ବିଫଳ ହେଲା ବିଜେପି । ବିଧାନସଭାରେ ଅଭିଭାଷଣ ପରେ ଇସ୍ତଫା ଦେଲେ ୟୋଦିୟୁରପ୍ପା । ଆସ୍ଥା ଭୋଟ ଲୋଡ଼ିଲେନି, ଇସ୍ତଫା ଘୋଷଣା କଲେ । ରାଜଭବନରେ ପହଞ୍ଚି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଦେଲେ ଇସ୍ତଫା ପତ୍ର । ୨୧ ତାରିଖରେ ସପଥ ନେଇପାରନ୍ତି ଏଚ୍.ଡି.କୁମାରସ୍ୱାମୀ । ରାହୁଲଗାନ୍ଧୀଙ୍କ ପ୍ରେସମିଟ୍ LIVE.

Leave a Reply

   Related Posts