Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ହେଲମେଟ୍ ନାହିଁ ତ ପଟ୍ରୋଲ ନାହିଁ ନିୟମ ଏକ ପ୍ରହସନ

18/07/2018 at 10:08 PM

ଗାଡି ଚାଳକଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ନିୟମ କରୁଛ’ି।ବିନା ହେଲମେଟ୍ ରେ ପଟ୍ରୋଲ ଦିଆଯିବ ନାହିଁ ନିୟମ ଗତ ୧୫.୦୬.୨୦୧୬ ତାରିଖରୁ ଲାଗୁ ହୋଇଥିଲେ ସୁଦ୍ଧା ନିୟମ କୁ କଡାକଡି କରିବା ଦିଗରେ ଜିଲ୍ଲାପ୍ରଶାସନ ବିଫଳ ହୋଇଛି। ଯାହା କି ହେଲମେଟ୍ ନାହିଁ ତ ପଟ୍ରୋଲ ନାହିଁ ନିୟମ ଏକ ପ୍ରହସନ ରେ ପରିଣତ ହୋଇଛି।

   Related Posts