Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ହିନ୍ଦୀ ସ୍କୁଲରେ ମିଳୁନି ହିନ୍ଦୀ ବହି

12/07/2018 at 11:37 PM

ବାଲେଶ୍ବର ଜିଲ୍ଲାରେ ରହିଛି ଗୋଟାଏ ମାତ୍ର ସରକାରୀ ହିନ୍ଦୀ ସ୍କୁଲ। ସରକାରଙ୍କର କଥା ଗୋଟେ, ହଲେ କାମ ଅନ୍ୟପ୍ରକାର। ଏପଟେ ସ୍କୁଲରେ ପିଲା ଖରାପ କଲେ ଶିକ୍ଷକଙ୍କ ଉପରେ ଦୋଷ ଲଦୁଛନ୍ତି । ସେପଟେ ଯତେ ଚିତ୍କାର କଲେ ମଧ୍ୟ ସ୍କୁଲକୁ ଦେଉନାହାଁନ୍ତି ଆବଶ୍ୟକ ଶିକ୍ଷକ ଏବଂ ବହିପତ୍ର। ଏପ୍ରକାର ସ୍ଥିତିରେ ଚାଲିଛି ଅନେକ ସ୍କୁଲ। ହଲେ ସବୁଠାରୁ ଆଶ୍ଚର୍ଯୟାର କଥା ହିନ୍ଦି ସ୍କୁଲରେ ନାହାନ୍ତି ହିନ୍ଦୀ ଶିକ୍ଷକ । ସେହିଭଳି ତାଙ୍କ ପାଇଁ କିଛି ସିଲାଭସ ନାହିଁକି ବହିପତ୍ର ମଧ୍ୟ ନାହଁ। ଯତେ କହିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତି।

   Related Posts